# Fear came upon every soul ଏଠାରେ “ଭୟ” ଶବ୍ଦ ଗଭୀର ସମ୍ମାନ ଓ ଈଶ୍ବରଙ୍କ ପ୍ରତି ଆଶ୍ଚର୍ଯ୍ୟ ଚକିତ ହେବା ବିଷୟକୁ ବୁଝାଏ I “ଆତ୍ମା” ଶବ୍ଦଟି ସମଗ୍ର ବ୍ୟକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: ""ପ୍ରତ୍ୟେକ ବ୍ୟକ୍ତି ଈଶ୍ବରଙ୍କ ପ୍ରତି ଗଭୀର ସମ୍ମାନ ଓ ଆଶ୍ଚର୍ଯ୍ୟ ଚକିତ ହେବା ଅନୁଭବ କରିବାକୁ ଲାଗିଲେ” (ଦେଖ: [[rc://*/ta/man/translate/figs-synecdoche]]) # many wonders and signs were done through the apostles ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ପ୍ରେରିତମାନେ ଅନେକ ଅଦ୍ଭୁତ କର୍ମ ଓ ଲକ୍ଷଣ ସାଧନ କଲେ” କିମ୍ବା ୨) “ପ୍ରେରିତମାନଙ୍କ ଦ୍ବାରା ଈଶ୍ବର ଅନେକ ଅଦ୍ଭୁତ କର୍ମ ଓ ଲକ୍ଷଣ ସାଧନ କଲେ” (ଦେଖ: [[rc://*/ta/man/translate/figs-activepassive]]) # wonders and signs ଆଶ୍ଚର୍ଯ୍ୟ କର୍ମ ଓ ଅଲୌକିକ ଘଟଣା I [ପ୍ରେରିତ ୨:୨୨] (../02/22.md)ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I