or_tn/act/02/38.md

8 lines
658 B
Markdown

# be baptized
ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ; “ ଆମ୍ଭମାନଙ୍କୁ ବାପ୍ତିସ୍ମ ଦେବାକୁ ଦିଅ” (ଦେଖ: [[rc://*/ta/man/translate/figs-activepassive]])
# in the name of Jesus Christ
‘ନାମରେ’ ଶବ୍ଦଟି ଏଠାରେ “ଅଧିକାରରେ”ର ସମାନାର୍ଥକ ଶବ୍ଦ I ବିକଳ୍ପ ଅନୁବାଦ: “ଯୀଶୁ ଖ୍ରୀଷ୍ଟଙ୍କର ଅଧିକାରରେ” (ଦେଖ: [[rc://*/ta/man/translate/figs-metonymy]])