or_tn/act/02/38.md

658 B

be baptized

ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ; “ ଆମ୍ଭମାନଙ୍କୁ ବାପ୍ତିସ୍ମ ଦେବାକୁ ଦିଅ” (ଦେଖ: rc://*/ta/man/translate/figs-activepassive)

in the name of Jesus Christ

‘ନାମରେ’ ଶବ୍ଦଟି ଏଠାରେ “ଅଧିକାରରେ”ର ସମାନାର୍ଥକ ଶବ୍ଦ I ବିକଳ୍ପ ଅନୁବାଦ: “ଯୀଶୁ ଖ୍ରୀଷ୍ଟଙ୍କର ଅଧିକାରରେ” (ଦେଖ: rc://*/ta/man/translate/figs-metonymy)