or_tn/act/02/33.md

2.2 KiB
Raw Permalink Blame History

having been exalted to the right hand of God

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେହେତୁ ଈଶ୍ବର ଯୀଶୁଙ୍କୁ ଆପଣାର ଦକ୍ଷିଣ ପାର୍ଶ୍ବ ପର୍ଯ୍ୟନ୍ତ ଉନ୍ନତ କରିଅଛନ୍ତି” (ଦେଖ: rc://*/ta/man/translate/figs-activepassive)

having been exalted to the right hand of God

ଏଠାରେ ଈଶ୍ବରଙ୍କ ଦକ୍ଷିଣ ହସ୍ତ ଏକ ରୁଢ଼ି ଅଟେ ଯାହାର ଅର୍ଥ ଖ୍ରୀଷ୍ଟ ଈଶ୍ବରଙ୍କ ଅଧିକାର ସହିତ, ଈଶ୍ବର ଭାବରେ ରାଜତ୍ବ କରିବେ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଈଶ୍ବରଙ୍କ ସ୍ଥାନରେ ଅଛନ୍ତି” (ଦେଖ: rc://*/ta/man/translate/figs-idiom)

he has poured out what

ଏଠାରେ “ ବୃଷ୍ଟି କରିଅଛନ୍ତି” ଶବ୍ଦର ଅର୍ଥ ହେଉଛି ଯେ ଯୀଶୁ, ଯେ କି ଈଶ୍ବର, ଏ ସମସ୍ତ ଘଟଣା ଘଟାଇଲେ I ଏହା ଅନ୍ତର୍ନିହିତ ଭାବରେ ପ୍ରକାଶ କରେ ଯେ ବିଶ୍ବାସୀମାନଙ୍କୁ ପବିତ୍ରଆତ୍ମା ଦେଇ ସେ ଏହା କରନ୍ତି I ବିକଳ୍ପ ଅନୁବାଦ: “ସେ ଏହି ସମସ୍ତ ବିଷୟ ଘଟାଇଲେ ଯେ” (ଦେଖ: [[rc:///ta/man/translate/figs-idiom]] ଓ [[rc:///ta/man/translate/figs-explicit]])

poured out

ଏଠାରେ “ ବୃଷ୍ଟି କରିଅଛନ୍ତି” ଶବ୍ଦର ଅର୍ଥ ହେଉଛି ଯେ ଉଦାର ଭାବରେ ଓ ପ୍ରଚୁରଭାବରେ ଦେବା I ତୁମେ ଏଭଳି ସମାନ ବାକ୍ୟାଂଶକୁ ପ୍ରେରିତ :୧୭ ରେ କିପରି ଅନୁବାଦ କଲ ତାହା ଦେଖ I ବିକଳ୍ପ ଅନୁବାଦ: “ପ୍ରଚୁରଭାବରେ ଦେଇଅଛନ୍ତି” (ଦେଖ: rc://*/ta/man/translate/figs-idiom)