or_tn/act/02/31.md

1.2 KiB
Raw Permalink Blame History

He was neither abandoned to Hades

ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତାହାଙ୍କୁ ପାତାଳରେ ପରିତ୍ୟାଗ କଲେ ନାହିଁ” (ଦେଖ: rc://*/ta/man/translate/figs-activepassive)

nor did his flesh see decay

ଏଠାରେ “ ଦେଖିବା” ର ଅର୍ଥ କିଛି ଅନୁଭବ କରିବା I “ କ୍ଷୟ” ଶବ୍ଦଟି ମୃତ୍ୟୁପରେ ତାହାଙ୍କ ଶରୀର ପଚିଯିବା ଅବସ୍ଥାକୁ ବୁଝାଏ I ପ୍ରେରିତ :୨୭ ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I ବିକଳ୍ପ ଅନୁବାଦ: “ତାହାଙ୍କ ଶରୀର କ୍ଷୟ ପାଇଲା ନାହିଁ” କିମ୍ବା “ତାହାଙ୍କର ଶରୀର କ୍ଷୟ ପାଇବା ପର୍ଯ୍ୟନ୍ତ ସେ ମୃତ ହୋଇ ରହିଲେ ନାହିଁ” (ଦେଖ: rc://*/ta/man/translate/figs-explicit)