# He was neither abandoned to Hades ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତାହାଙ୍କୁ ପାତାଳରେ ପରିତ୍ୟାଗ କଲେ ନାହିଁ” (ଦେଖ: [[rc://*/ta/man/translate/figs-activepassive]]) # nor did his flesh see decay ଏଠାରେ “ ଦେଖିବା” ର ଅର୍ଥ କିଛି ଅନୁଭବ କରିବା I “ କ୍ଷୟ” ଶବ୍ଦଟି ମୃତ୍ୟୁପରେ ତାହାଙ୍କ ଶରୀର ପଚିଯିବା ଅବସ୍ଥାକୁ ବୁଝାଏ I [ପ୍ରେରିତ ୨:୨୭](../02/27.md) ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I ବିକଳ୍ପ ଅନୁବାଦ: “ତାହାଙ୍କ ଶରୀର କ୍ଷୟ ପାଇଲା ନାହିଁ” କିମ୍ବା “ତାହାଙ୍କର ଶରୀର କ୍ଷୟ ପାଇବା ପର୍ଯ୍ୟନ୍ତ ସେ ମୃତ ହୋଇ ରହିଲେ ନାହିଁ” (ଦେଖ: [[rc://*/ta/man/translate/figs-explicit]])