or_tn/act/02/14.md

1.5 KiB

Connecting Statement:

ପିତର ପେଣ୍ଟିକଷ୍ଟ ଦିନରେ ଉପସ୍ଥିତଥିବା ଯିହୂଦୀମାନଙ୍କୁ ଆପଣାର ବକ୍ତୃତା ଦେବା ଆରମ୍ଭ କରୁଛନ୍ତି I

stood with the eleven

ପିତରଙ୍କ କଥାକୁ ସମର୍ଥନ କରି ସମସ୍ତ ପ୍ରେରିତମାନେ ଠିଆ ହେଲେ I

raised his voice

“ଉଚ୍ଚ ସ୍ବରରେ କହିଲେ” ବାକ୍ୟାଂଶ ପାଇଁ ଏହା ଏକ ରୁଢି I (ଦେଖ: rc://*/ta/man/translate/figs-idiom)

let this be known to you

ଏହାର ଅର୍ଥ ଏହି ଯେ ପିତର ଲୋକମାନେ ଦେଖିଥିବା ବିଷୟର ଅର୍ଥକୁ ବୁଝାଇବାକୁ ଯାଉଛନ୍ତି I ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏହା ଜାଣ” କିମ୍ବା “ମୁଁ ତୁମ୍ଭମାନଙ୍କୁ ଏହା ବୁଝାଇ ଦିଏ” (ଦେଖ: rc://*/ta/man/translate/figs-activepassive)

pay attention to my words

ପିତର ନିଜେ ଯାହା କହୁଥିଲେ ତାହା ବୁଝାଉଛନ୍ତି I ବିକଳ୍ପ ଅନୁବାଦ: “ମୁଁ ଯାହା କହୁଛି ତାହା ଧ୍ୟାନ ଦେଇ ଶୁଣ” (ଦେଖ: rc://*/ta/man/translate/figs-metonymy)