# Connecting Statement: ପିତର ପେଣ୍ଟିକଷ୍ଟ ଦିନରେ ଉପସ୍ଥିତଥିବା ଯିହୂଦୀମାନଙ୍କୁ ଆପଣାର ବକ୍ତୃତା ଦେବା ଆରମ୍ଭ କରୁଛନ୍ତି I # stood with the eleven ପିତରଙ୍କ କଥାକୁ ସମର୍ଥନ କରି ସମସ୍ତ ପ୍ରେରିତମାନେ ଠିଆ ହେଲେ I # raised his voice “ଉଚ୍ଚ ସ୍ବରରେ କହିଲେ” ବାକ୍ୟାଂଶ ପାଇଁ ଏହା ଏକ ରୁଢି I (ଦେଖ: rc://*/ta/man/translate/figs-idiom) # let this be known to you ଏହାର ଅର୍ଥ ଏହି ଯେ ପିତର ଲୋକମାନେ ଦେଖିଥିବା ବିଷୟର ଅର୍ଥକୁ ବୁଝାଇବାକୁ ଯାଉଛନ୍ତି I ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏହା ଜାଣ” କିମ୍ବା “ମୁଁ ତୁମ୍ଭମାନଙ୍କୁ ଏହା ବୁଝାଇ ଦିଏ” (ଦେଖ: [[rc://*/ta/man/translate/figs-activepassive]]) # pay attention to my words ପିତର ନିଜେ ଯାହା କହୁଥିଲେ ତାହା ବୁଝାଉଛନ୍ତି I ବିକଳ୍ପ ଅନୁବାଦ: “ମୁଁ ଯାହା କହୁଛି ତାହା ଧ୍ୟାନ ଦେଇ ଶୁଣ” (ଦେଖ: [[rc://*/ta/man/translate/figs-metonymy]])