or_tn/act/02/04.md

602 B

They were all filled with the Holy Spirit and

ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: ସେଠାରେ ସେମାନେ ଯେତେ ଜଣ ଉପସ୍ଥିତ ଥିଲେ, ସେସମସ୍ତଙ୍କୁ ପବିତ୍ର ଆତ୍ମା ପୂର୍ଣ୍ଣ କଲେ (ଦେଖ: rc://*/ta/man/translate/figs-activepassive)

speak in other tongues

ସେମାନେ ଆଗରୁ ଜାଣି ନ ଥିବା ଭାଷାସବୁରେ କଥା କହୁଥିଲେ I