or_tn/act/02/04.md

8 lines
602 B
Markdown
Raw Permalink Normal View History

2020-11-19 00:15:53 +00:00
# They were all filled with the Holy Spirit and
ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: ସେଠାରେ ସେମାନେ ଯେତେ ଜଣ ଉପସ୍ଥିତ ଥିଲେ, ସେସମସ୍ତଙ୍କୁ ପବିତ୍ର ଆତ୍ମା ପୂର୍ଣ୍ଣ କଲେ (ଦେଖ: [[rc://*/ta/man/translate/figs-activepassive]])
# speak in other tongues
ସେମାନେ ଆଗରୁ ଜାଣି ନ ଥିବା ଭାଷାସବୁରେ କଥା କହୁଥିଲେ I