or_tn/act/02/02.md

997 B
Raw Permalink Blame History

Suddenly

ଏହି ଶବ୍ଦ ଅପ୍ରତ୍ୟାଶିତ ଭାବରେ ଘଟିଥିବା ଏକ ଘଟଣାକୁ ବୁଝାଏ I

there came from heaven a sound

ସମ୍ଭାବିତ ଅର୍ଥ ଗୁଡ଼ିକ ହେଲା ୧) “ସ୍ବର୍ଗ” ସେହି ସ୍ଥାନକୁ ବୁଝାଏ, ଯେଉଁଠି ଈଶ୍ବର ବାସ କରନ୍ତି I ବିକଳ୍ପ ଅନୁବାଦ: “ସ୍ବର୍ଗ”ରୁ ଏକ ଶବ୍ଦ ଆସିଲା” କିମ୍ବା ) “ସ୍ବର୍ଗ” ଆକାଶକୁ ବୁଝାଏ I ବିକଳ୍ପ ଅନୁବାଦ: “ଆକାଶ”ରୁ ଏକ ଶବ୍ଦ ଆସିଲା”

a sound like the rush of a violent wind

ଏକ ଶବ୍ଦ ଯାହା ପ୍ରଚଣ୍ଡ ପବନର ଶବ୍ଦ ତୁଲ୍ୟ ଥିଲା

the whole house

ଏହା ଏକ ଗୃହ କିମ୍ବା ବୃହତ୍ ଅଟ୍ଟାଳିକା ହୋଇଥାଇପାରେ