# Suddenly ଏହି ଶବ୍ଦ ଅପ୍ରତ୍ୟାଶିତ ଭାବରେ ଘଟିଥିବା ଏକ ଘଟଣାକୁ ବୁଝାଏ I # there came from heaven a sound ସମ୍ଭାବିତ ଅର୍ଥ ଗୁଡ଼ିକ ହେଲା ୧) “ସ୍ବର୍ଗ” ସେହି ସ୍ଥାନକୁ ବୁଝାଏ, ଯେଉଁଠି ଈଶ୍ବର ବାସ କରନ୍ତି I ବିକଳ୍ପ ଅନୁବାଦ: “ସ୍ବର୍ଗ”ରୁ ଏକ ଶବ୍ଦ ଆସିଲା” କିମ୍ବା ୨) “ସ୍ବର୍ଗ” ଆକାଶକୁ ବୁଝାଏ I ବିକଳ୍ପ ଅନୁବାଦ: “ଆକାଶ”ରୁ ଏକ ଶବ୍ଦ ଆସିଲା” # a sound like the rush of a violent wind ଏକ ଶବ୍ଦ ଯାହା ପ୍ରଚଣ୍ଡ ପବନର ଶବ୍ଦ ତୁଲ୍ୟ ଥିଲା # the whole house ଏହା ଏକ ଗୃହ କିମ୍ବା ବୃହତ୍ ଅଟ୍ଟାଳିକା ହୋଇଥାଇପାରେ