or_tn/act/01/22.md

16 lines
2.5 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# beginning from the baptism of John ... become a witness with us of his resurrection
ନୂତନ ପ୍ରେରିତ ନିମନ୍ତେ ଯୋଗ୍ୟତା ପାଇଁ ୨୧ପଦରେ “ଆମ୍ଭମାନଙ୍କ ସଙ୍ଗୀମାନଙ୍କ ମଧ୍ୟରୁ ଜଣେ... ହେବା ଆବଶ୍ୟକ” ବୋଲି ଯାହା ଆରମ୍ଭ ହୋଇଥିଲା, ଏଠାରେ ତାହା ଶେଷ ହେଲା I ତେଣୁ “ନିଶ୍ଚୟ ହେବ” କ୍ରିୟାବାଚ୍ୟର ବିଷୟ ବସ୍ତୁ ହେଉଛି “ଆମ୍ଭମାନଙ୍କ ସଙ୍ଗୀମାନଙ୍କ ମଧ୍ୟରୁ ଜଣେ I” ବାକ୍ୟଟି ସଂକ୍ଷିପ୍ତ ଭାବରେ ଏ ପ୍ରକାର ହେବ: ଯୋହନଙ୍କ ବାପ୍ତିସ୍ମଠାରୁ ଆରମ୍ଭକରି ... ଆମ୍ଭମାନଙ୍କ ସଙ୍ଗୀମାନଙ୍କ ମଧ୍ୟରୁ ଜଣେ...ନିଶ୍ଚୟ ଆମ୍ଭମାନଙ୍କ ସହିତ...ସାକ୍ଷୀ ହେବା ଆବଶ୍ୟକ I”
# beginning from the baptism of John
“ବାପ୍ତିସ୍ମ” ବିଶେଷ୍ୟଟିକୁ ଏକ କ୍ରିୟାଭାବରେ ଅନୁବାଦ କରାଯାଇପାରିବ I ସମ୍ଭାବିତ ଅର୍ଥଗୁଡ଼ିକ ହେଲା: ୧) “ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦେବା ସମୟଠାରୁ ଆରମ୍ଭକରି” କିମ୍ବା ) ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେବା ସମୟଠାରୁ ଆରମ୍ଭକରି” (ଦେଖ: [[rc://*/ta/man/translate/figs-abstractnouns]])
# to the day that he was taken up from us
ଏହା କର୍ତ୍ତୃ ବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯୀଶୁ ଆମ୍ଭମାନଙ୍କ ନିକଟରୁ ଉର୍ଦ୍ଧ୍ବରେ ଗୃହୀତ ହେବା ପର୍ଯ୍ୟନ୍ତ” କିମ୍ବା “ଈଶ୍ବର ତାହାଙ୍କୁ ଆମ୍ଭମାନଙ୍କ ନିକଟରୁ ଉର୍ଦ୍ଧ୍ବକୁ ନେଇଯିବା ଦିନ ପର୍ଯ୍ୟନ୍ତ” (ଦେଖ: [[rc://*/ta/man/translate/figs-activepassive]])
# become a witness with us of his resurrection
ତାହାଙ୍କ ପୁନରୁତ୍ଥାନର ସାକ୍ଷୀ ହେବାକୁ ଆମ୍ଭମାନଙ୍କ ସହିତ ଆରମ୍ଭ କରିବା ଆବଶ୍ୟକ