or_tn/act/01/22.md

2.5 KiB
Raw Permalink Blame History

beginning from the baptism of John ... become a witness with us of his resurrection

ନୂତନ ପ୍ରେରିତ ନିମନ୍ତେ ଯୋଗ୍ୟତା ପାଇଁ ୨୧ପଦରେ “ଆମ୍ଭମାନଙ୍କ ସଙ୍ଗୀମାନଙ୍କ ମଧ୍ୟରୁ ଜଣେ... ହେବା ଆବଶ୍ୟକ” ବୋଲି ଯାହା ଆରମ୍ଭ ହୋଇଥିଲା, ଏଠାରେ ତାହା ଶେଷ ହେଲା I ତେଣୁ “ନିଶ୍ଚୟ ହେବ” କ୍ରିୟାବାଚ୍ୟର ବିଷୟ ବସ୍ତୁ ହେଉଛି “ଆମ୍ଭମାନଙ୍କ ସଙ୍ଗୀମାନଙ୍କ ମଧ୍ୟରୁ ଜଣେ I” ବାକ୍ୟଟି ସଂକ୍ଷିପ୍ତ ଭାବରେ ଏ ପ୍ରକାର ହେବ: ଯୋହନଙ୍କ ବାପ୍ତିସ୍ମଠାରୁ ଆରମ୍ଭକରି ... ଆମ୍ଭମାନଙ୍କ ସଙ୍ଗୀମାନଙ୍କ ମଧ୍ୟରୁ ଜଣେ...ନିଶ୍ଚୟ ଆମ୍ଭମାନଙ୍କ ସହିତ...ସାକ୍ଷୀ ହେବା ଆବଶ୍ୟକ I”

beginning from the baptism of John

“ବାପ୍ତିସ୍ମ” ବିଶେଷ୍ୟଟିକୁ ଏକ କ୍ରିୟାଭାବରେ ଅନୁବାଦ କରାଯାଇପାରିବ I ସମ୍ଭାବିତ ଅର୍ଥଗୁଡ଼ିକ ହେଲା: ୧) “ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦେବା ସମୟଠାରୁ ଆରମ୍ଭକରି” କିମ୍ବା ) ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେବା ସମୟଠାରୁ ଆରମ୍ଭକରି” (ଦେଖ: rc://*/ta/man/translate/figs-abstractnouns)

to the day that he was taken up from us

ଏହା କର୍ତ୍ତୃ ବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯୀଶୁ ଆମ୍ଭମାନଙ୍କ ନିକଟରୁ ଉର୍ଦ୍ଧ୍ବରେ ଗୃହୀତ ହେବା ପର୍ଯ୍ୟନ୍ତ” କିମ୍ବା “ଈଶ୍ବର ତାହାଙ୍କୁ ଆମ୍ଭମାନଙ୍କ ନିକଟରୁ ଉର୍ଦ୍ଧ୍ବକୁ ନେଇଯିବା ଦିନ ପର୍ଯ୍ୟନ୍ତ” (ଦେଖ: rc://*/ta/man/translate/figs-activepassive)

become a witness with us of his resurrection

ତାହାଙ୍କ ପୁନରୁତ୍ଥାନର ସାକ୍ଷୀ ହେବାକୁ ଆମ୍ଭମାନଙ୍କ ସହିତ ଆରମ୍ଭ କରିବା ଆବଶ୍ୟକ