or_tn/act/01/21.md

1.4 KiB

General Information:

ଏଠାରେ “ଆମ୍ଭମାନଙ୍କ” ଶବ୍ଦଟି ପ୍ରେରିତମାନଙ୍କୁ ବୁଝାଏ ଓ ପିତର ସମ୍ବୋଧନକରି କହୁଥିବା ଶ୍ରୋତାମାନଙ୍କୁ ଅନ୍ତର୍ଭୁକ୍ତ କରେ ନାହିଁ I (ଦେଖ: rc://*/ta/man/translate/figs-exclusive)

Connecting Statement:

ପିତର ବିଶ୍ବାସୀମାନଙ୍କ ପ୍ରତି [ପ୍ରେରିତ:୧:୧୬]ରେ ଆରମ୍ଭ କରିଥିବା ଆପଣାର ବକ୍ତୃତା ଶେଷ କରୁଛନ୍ତି I (../01/16.md).

It is necessary, therefore

ସେ ଉର୍ଦ୍ଧୃତ କରିଥିବା ଶାସ୍ତ୍ରାଂଶ ଓ ଯିହୂଦା ପ୍ରତି ଘଟିଥିବା ବିଷୟ ଉପରେ ଆଧାର କରି ପିତର ଲୋକମାନଙ୍କୁ କଅଣ କରିବାକୁ ହେବ କହୁଛନ୍ତି I

the Lord Jesus went in and out among us

ଲୋକମାନଙ୍କର ଏକ ଦଳ ମଧ୍ୟରେ ଗମନାଗମନ କରିବା ବିଷୟ ଖୋଲାଖୋଲି ଭାବରେ ସେହି ଦଳର ଅଂଶ ହେବାର ଏକ ରୂପକ ଅଟେ I ବିକଳ୍ପ ଅନୁବାଦ: “ପ୍ରଭୁ ଯୀଶୁ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ “ (ଦେଖ: rc://*/ta/man/translate/figs-idiom)