# General Information: ଏଠାରେ “ଆମ୍ଭମାନଙ୍କ” ଶବ୍ଦଟି ପ୍ରେରିତମାନଙ୍କୁ ବୁଝାଏ ଓ ପିତର ସମ୍ବୋଧନକରି କହୁଥିବା ଶ୍ରୋତାମାନଙ୍କୁ ଅନ୍ତର୍ଭୁକ୍ତ କରେ ନାହିଁ I (ଦେଖ: [[rc://*/ta/man/translate/figs-exclusive]]) # Connecting Statement: ପିତର ବିଶ୍ବାସୀମାନଙ୍କ ପ୍ରତି [ପ୍ରେରିତ:୧:୧୬]ରେ ଆରମ୍ଭ କରିଥିବା ଆପଣାର ବକ୍ତୃତା ଶେଷ କରୁଛନ୍ତି I (../01/16.md). # It is necessary, therefore ସେ ଉର୍ଦ୍ଧୃତ କରିଥିବା ଶାସ୍ତ୍ରାଂଶ ଓ ଯିହୂଦା ପ୍ରତି ଘଟିଥିବା ବିଷୟ ଉପରେ ଆଧାର କରି ପିତର ଲୋକମାନଙ୍କୁ କଅଣ କରିବାକୁ ହେବ କହୁଛନ୍ତି I # the Lord Jesus went in and out among us ଲୋକମାନଙ୍କର ଏକ ଦଳ ମଧ୍ୟରେ ଗମନାଗମନ କରିବା ବିଷୟ ଖୋଲାଖୋଲି ଭାବରେ ସେହି ଦଳର ଅଂଶ ହେବାର ଏକ ରୂପକ ଅଟେ I ବିକଳ୍ପ ଅନୁବାଦ: “ପ୍ରଭୁ ଯୀଶୁ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ “ (ଦେଖ: [[rc://*/ta/man/translate/figs-idiom]])