or_tn/act/01/20.md

24 lines
2.2 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# General Information:
ଯିହୂଦା ପ୍ରତି ଘଟିଥିବା ପରିସ୍ଥିତିକୁ ଭିତ୍ତିକରି ପିତର ଦାଉଦଙ୍କର ଦୁଇଟି ଗୀତକୁ ସ୍ମରଣ କରିଥିଲେ ଯାହା ସେହି ଘଟଣା ସମ୍ବନ୍ଧରେ ଉଲ୍ଲେଖ ଥିଲା I ଏହି ପଦର ଶେଷରେ ସେହି ଉର୍ଦ୍ଧୃତାଂଶଟି ଶେଷ ହୋଇଅଛି I
# Connecting Statement:
ପିତର ବିଶ୍ବାସୀମାନଙ୍କ ପ୍ରତି [ପ୍ରେରିତ:୧:୧୬]ରେ ଆରମ୍ଭ କରିଥିବା ଆପଣାର ବକ୍ତୃତା ଜାରି ରଖୁଛନ୍ତି I (../01/16.md).
# For it is written in the Book of Psalms
ଏହା କର୍ତ୍ତୃ ବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “କାରଣ ଦାଉଦ ଗୀତସଂହିତା ପୁସ୍ତକରେ ଲେଖିଛନ୍ତି” (ଦେଖ: [[rc://*/ta/man/translate/figs-activepassive]])
# Let his field be made desolate, and do not let even one person live there
ଏହି ଦୁଇଟି ବାକ୍ୟାଂଶ ମୌଳିକଭାବରେ ସମାନ ବିଷୟକୁ ବୁଝାଏ I ସମାନ ବିଷୟକୁ ଅନ୍ୟ ଶବ୍ଦରେ ପୁନରାବୃତ୍ତି କରି ଦ୍ବିତୀୟ ଅଂଶଟି ପ୍ରଥମଟିର ଅର୍ଥକୁ ଗୁରୁତ୍ବ ପ୍ରଦାନ କରୁଅଛି I (ଦେଖ: [[rc://*/ta/man/translate/figs-parallelism]])
# Let his field be made desolate
ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “କ୍ଷେତ୍ର” ଶବ୍ଦଟି ସେହି କ୍ଷେତ୍ରକୁ ବୁଝାଏ,ଯେଉଁଠି ଯିହୂଦା ମୃତ୍ୟୁଭୋଗ କରିଥିଲା କିମ୍ବା ) “କ୍ଷେତ୍ର” ଶବ୍ଦଟି ଯିହୂଦାର ବାସସ୍ଥାନକୁ ବୁଝାଏ ଓ ତାହାର ପରିବାର ବଂଶପାଇଁ ଏକ ରୂପକ ଶବ୍ଦ I (ଦେଖ: [[rc://*/ta/man/translate/figs-metaphor]])
# be made desolate
ଶୂନ୍ୟ ହୋଇଯିବା