# General Information: ଯିହୂଦା ପ୍ରତି ଘଟିଥିବା ପରିସ୍ଥିତିକୁ ଭିତ୍ତିକରି ପିତର ଦାଉଦଙ୍କର ଦୁଇଟି ଗୀତକୁ ସ୍ମରଣ କରିଥିଲେ ଯାହା ସେହି ଘଟଣା ସମ୍ବନ୍ଧରେ ଉଲ୍ଲେଖ ଥିଲା I ଏହି ପଦର ଶେଷରେ ସେହି ଉର୍ଦ୍ଧୃତାଂଶଟି ଶେଷ ହୋଇଅଛି I # Connecting Statement: ପିତର ବିଶ୍ବାସୀମାନଙ୍କ ପ୍ରତି [ପ୍ରେରିତ:୧:୧୬]ରେ ଆରମ୍ଭ କରିଥିବା ଆପଣାର ବକ୍ତୃତା ଜାରି ରଖୁଛନ୍ତି I (../01/16.md). # For it is written in the Book of Psalms ଏହା କର୍ତ୍ତୃ ବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “କାରଣ ଦାଉଦ ଗୀତସଂହିତା ପୁସ୍ତକରେ ଲେଖିଛନ୍ତି” (ଦେଖ: [[rc://*/ta/man/translate/figs-activepassive]]) # Let his field be made desolate, and do not let even one person live there ଏହି ଦୁଇଟି ବାକ୍ୟାଂଶ ମୌଳିକଭାବରେ ସମାନ ବିଷୟକୁ ବୁଝାଏ I ସମାନ ବିଷୟକୁ ଅନ୍ୟ ଶବ୍ଦରେ ପୁନରାବୃତ୍ତି କରି ଦ୍ବିତୀୟ ଅଂଶଟି ପ୍ରଥମଟିର ଅର୍ଥକୁ ଗୁରୁତ୍ବ ପ୍ରଦାନ କରୁଅଛି I (ଦେଖ: [[rc://*/ta/man/translate/figs-parallelism]]) # Let his field be made desolate ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “କ୍ଷେତ୍ର” ଶବ୍ଦଟି ସେହି କ୍ଷେତ୍ରକୁ ବୁଝାଏ,ଯେଉଁଠି ଯିହୂଦା ମୃତ୍ୟୁଭୋଗ କରିଥିଲା କିମ୍ବା ୨) “କ୍ଷେତ୍ର” ଶବ୍ଦଟି ଯିହୂଦାର ବାସସ୍ଥାନକୁ ବୁଝାଏ ଓ ତାହାର ପରିବାର ବଂଶପାଇଁ ଏକ ରୂପକ ଶବ୍ଦ I (ଦେଖ: [[rc://*/ta/man/translate/figs-metaphor]]) # be made desolate ଶୂନ୍ୟ ହୋଇଯିବା