or_tn/act/01/15.md

1.1 KiB

Connecting Statement:

ଏହି ଘଟଣା ସେହି ସମୟରେ ଘଟିଲା, ଯେତେବେଳେ ପିତର ଓ ଅନ୍ୟ ବିଶ୍ବାସୀମାନେ ଉପର କୋଠରୀରେ ଏକତ୍ର ରହୁଥିଲେ I

In those days

ଏହି ପଦଗୁଡ଼ିକ ଘଟଣାଟିର ଏକ ନୂଆ ଅଂଶର ଆରମ୍ଭକୁ ସୂଚାଇଥାଏ I ତାହା ସେହି ସମୟର ଅବଧିକୁ ବୁଝାଏ, ଯେତେବେଳେ ଶିଷ୍ୟମାନେ ଯୀଶୁଙ୍କର ସ୍ବର୍ଗାରୋହଣ ପରେ ଉପର କୋଠରୀରେ ଏକତ୍ର ହେଉଥିଲେ I ବିକଳ୍ପ ଅନୁବାଦ: “ସେହି ସମୟରେ” (ଦେଖ: rc://*/ta/man/translate/writing-newevent)

120 people

ଶହେ କୋଡିଏ ଜଣ (ଦେଖ: rc://*/ta/man/translate/translate-numbers)

in the midst of the brothers

ଏଠାରେ “ଭାଇମାନେ” ଶବ୍ଦଟି ସହବିଶ୍ବାସୀଗଣ ତଥା ଉଭୟ ପୁରୁଷ ଓ ମହିଳାମାନଙ୍କର ସମଷ୍ଟିକୁ ବୁଝାଏ I