or_tn/act/01/15.md

16 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଏହି ଘଟଣା ସେହି ସମୟରେ ଘଟିଲା, ଯେତେବେଳେ ପିତର ଓ ଅନ୍ୟ ବିଶ୍ବାସୀମାନେ ଉପର କୋଠରୀରେ ଏକତ୍ର ରହୁଥିଲେ I
# In those days
ଏହି ପଦଗୁଡ଼ିକ ଘଟଣାଟିର ଏକ ନୂଆ ଅଂଶର ଆରମ୍ଭକୁ ସୂଚାଇଥାଏ I ତାହା ସେହି ସମୟର ଅବଧିକୁ ବୁଝାଏ, ଯେତେବେଳେ ଶିଷ୍ୟମାନେ ଯୀଶୁଙ୍କର ସ୍ବର୍ଗାରୋହଣ ପରେ ଉପର କୋଠରୀରେ ଏକତ୍ର ହେଉଥିଲେ I ବିକଳ୍ପ ଅନୁବାଦ: “ସେହି ସମୟରେ” (ଦେଖ: [[rc://*/ta/man/translate/writing-newevent]])
# 120 people
ଶହେ କୋଡିଏ ଜଣ (ଦେଖ: [[rc://*/ta/man/translate/translate-numbers]])
# in the midst of the brothers
ଏଠାରେ “ଭାଇମାନେ” ଶବ୍ଦଟି ସହବିଶ୍ବାସୀଗଣ ତଥା ଉଭୟ ପୁରୁଷ ଓ ମହିଳାମାନଙ୍କର ସମଷ୍ଟିକୁ ବୁଝାଏ I