or_tn/act/01/11.md

8 lines
411 B
Markdown

# You men of Galilee
ଦୂତ ପ୍ରେରିତମାନଙ୍କୁ ଗାଲୀଲୀୟ ଲୋକଭାବରେ ସମ୍ବୋଧନ କରୁଛନ୍ତି I
# will return in the same manner
ଯେପରି ସେ ମେଘରେ ଆଛନ୍ନ ହୋଇ ସ୍ବର୍ଗକୁ ନୀତ ହେଲେ, ସେପରି ଯୀଶୁ ଆକାଶରେ ପୁନରାଗମନ କରିବେ I