# You men of Galilee ଦୂତ ପ୍ରେରିତମାନଙ୍କୁ ଗାଲୀଲୀୟ ଲୋକଭାବରେ ସମ୍ବୋଧନ କରୁଛନ୍ତି I # will return in the same manner ଯେପରି ସେ ମେଘରେ ଆଛନ୍ନ ହୋଇ ସ୍ବର୍ଗକୁ ନୀତ ହେଲେ, ସେପରି ଯୀଶୁ ଆକାଶରେ ପୁନରାଗମନ କରିବେ I