or_tn/act/01/05.md

12 lines
943 B
Markdown

# John indeed baptized with water ... baptized in the Holy Spirit
ଯୋହନ କି ପ୍ରକାରେ ଲୋକମାନଙ୍କୁ ଜଳରେ ବାପ୍ତିସ୍ମ ଦେଲେ, ତା ସହିତ, ଇଶ୍ବର କି ପ୍ରକାରେ ବିଶ୍ବାସୀମାନଙ୍କୁ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦେବେ, ଯୀଶୁ ତାହାର ବିପରୀତମୁଖୀ ତୁଳନା କରୁଛନ୍ତି I
# John indeed baptized with water
ଯୋହନ ଲୋକମାନଙ୍କୁ ଜଳରେ ବାପ୍ତିସ୍ମ ଦେଲେ ସତ
# you shall be baptized
ଏହା କର୍ମ ବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ ବାପ୍ତିସ୍ମ ଦେବେ” (ଦେଖ: [[rc://*/ta/man/translate/figs-activepassive]])