or_tn/act/01/05.md

943 B

John indeed baptized with water ... baptized in the Holy Spirit

ଯୋହନ କି ପ୍ରକାରେ ଲୋକମାନଙ୍କୁ ଜଳରେ ବାପ୍ତିସ୍ମ ଦେଲେ, ତା ସହିତ, ଇଶ୍ବର କି ପ୍ରକାରେ ବିଶ୍ବାସୀମାନଙ୍କୁ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦେବେ, ଯୀଶୁ ତାହାର ବିପରୀତମୁଖୀ ତୁଳନା କରୁଛନ୍ତି I

John indeed baptized with water

ଯୋହନ ଲୋକମାନଙ୍କୁ ଜଳରେ ବାପ୍ତିସ୍ମ ଦେଲେ ସତ

you shall be baptized

ଏହା କର୍ମ ବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ ବାପ୍ତିସ୍ମ ଦେବେ” (ଦେଖ: rc://*/ta/man/translate/figs-activepassive)