or_tn/act/01/02.md

801 B

until the day that he was taken up

ଏହା ଯୀଶୁଙ୍କର ସ୍ବର୍ଗାରୋହଣ ସମ୍ବନ୍ଧରେ ଦର୍ଶାଏ I ବିକଳ୍ପ ଅନୁବାଦ: “ଈଶ୍ବର ତାହାଙ୍କୁ ସ୍ବର୍ଗରେ ଗୃହୀତ କରିବା ଦିନ ପର୍ଯ୍ୟନ୍ତ” କିଅବା “ସେ ସ୍ବର୍ଗରେ ଗୃହୀତ ହେବା ଦିନ ପର୍ଯ୍ୟନ୍ତ” (ଦେଖ: rc://*/ta/man/translate/figs-activepassive)

commands through the Holy Spirit

ନିର୍ଦ୍ଦିଷ୍ଟ ବିଷୟଗୁଡ଼ିକ ସମ୍ବନ୍ଧରେ ଶିକ୍ଷା ଦେବାପାଇଁ ପବିତ୍ର ଆତ୍ମା ଯୀଶୁଙ୍କୁ ପରିଚାଳିତ କରିଥିଲେ I