or_tn/act/01/02.md

8 lines
801 B
Markdown
Raw Permalink Normal View History

2020-11-19 00:15:53 +00:00
# until the day that he was taken up
ଏହା ଯୀଶୁଙ୍କର ସ୍ବର୍ଗାରୋହଣ ସମ୍ବନ୍ଧରେ ଦର୍ଶାଏ I ବିକଳ୍ପ ଅନୁବାଦ: “ଈଶ୍ବର ତାହାଙ୍କୁ ସ୍ବର୍ଗରେ ଗୃହୀତ କରିବା ଦିନ ପର୍ଯ୍ୟନ୍ତ” କିଅବା “ସେ ସ୍ବର୍ଗରେ ଗୃହୀତ ହେବା ଦିନ ପର୍ଯ୍ୟନ୍ତ” (ଦେଖ: [[rc://*/ta/man/translate/figs-activepassive]])
# commands through the Holy Spirit
ନିର୍ଦ୍ଦିଷ୍ଟ ବିଷୟଗୁଡ଼ିକ ସମ୍ବନ୍ଧରେ ଶିକ୍ଷା ଦେବାପାଇଁ ପବିତ୍ର ଆତ୍ମା ଯୀଶୁଙ୍କୁ ପରିଚାଳିତ କରିଥିଲେ I