or_tn/3jn/01/04.md

918 B

my children

ଯୋହନ ସେମାନଙ୍କ ବିଷୟରେ କୁହନ୍ତି ଯେଉଁମାନଙ୍କୁ ସେ ଯୀଶୁଙ୍କଠାରେ ବିଶ୍ବାସ କରିବା ନିମନ୍ତେ ଶିକ୍ଷା ଦେଲେ ଯେପରିକି ସେମାନେ ତାହାଙ୍କ ସନ୍ତାନଗଣ ଥିଲେ । ଏହା ସେମାନଙ୍କ ନିମନ୍ତେ ତାହାଙ୍କ ପ୍ରେମ ଏବଂ ଚିନ୍ତାର ଭାବନାକୁ ଗୁରୁତ୍ବାରୋପ କରେ । ଏହା ମଧ୍ୟ ହୋଇପାରେ ଯେ ସେ ନିଜେ ସେମାନଙ୍କୁ ପ୍ରଭୁଙ୍କର ନିକଟବର୍ତ୍ତୀ କରାଇଛନ୍ତି । ଅନ୍ୟ ଏକ ଅନୁବାଦରେ: “ମୋର ଆତ୍ମିକ ସନ୍ତାନଗଣ” (ଦେଖ: rc://*/ta/man/translate/figs-metaphor)