or_tn/3jn/01/04.md

4 lines
918 B
Markdown
Raw Permalink Normal View History

2020-11-19 00:15:53 +00:00
# my children
ଯୋହନ ସେମାନଙ୍କ ବିଷୟରେ କୁହନ୍ତି ଯେଉଁମାନଙ୍କୁ ସେ ଯୀଶୁଙ୍କଠାରେ ବିଶ୍ବାସ କରିବା ନିମନ୍ତେ ଶିକ୍ଷା ଦେଲେ ଯେପରିକି ସେମାନେ ତାହାଙ୍କ ସନ୍ତାନଗଣ ଥିଲେ । ଏହା ସେମାନଙ୍କ ନିମନ୍ତେ ତାହାଙ୍କ ପ୍ରେମ ଏବଂ ଚିନ୍ତାର ଭାବନାକୁ ଗୁରୁତ୍ବାରୋପ କରେ । ଏହା ମଧ୍ୟ ହୋଇପାରେ ଯେ ସେ ନିଜେ ସେମାନଙ୍କୁ ପ୍ରଭୁଙ୍କର ନିକଟବର୍ତ୍ତୀ କରାଇଛନ୍ତି । ଅନ୍ୟ ଏକ ଅନୁବାଦରେ: “ମୋର ଆତ୍ମିକ ସନ୍ତାନଗଣ” (ଦେଖ: [[rc://*/ta/man/translate/figs-metaphor]])