or_tn/2ti/04/07.md

12 lines
2.0 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# I have competed in the good contest
ପାଉଲ ଆପଣା କଠିନ ପରିଶ୍ରମ ବିଷୟରେ କହନ୍ତି ଯେ ସତେ ଯେପରି ସେ ପୁରସ୍କାର ନିମନ୍ତେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଜଣେ କ୍ରୀଡାବିତ୍ ଅଟନ୍ତି I ବିକଳ୍ପ ଅନୁବାଦ: “ମୁଁ ମୋହର ସର୍ବୋତ୍ତମ କାର୍ଯ୍ୟ କରିଅଛି” (ଦେଖ: [[rc://*/ta/man/translate/figs-metaphor]])
# I have finished the race
ଈଶ୍ବରଙ୍କ ପ୍ରତି ଆପଣା ସେବାର ଜୀବନ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେ ଗୋଟିଏ ଦୌଡ ପ୍ରତିଯୋଗିତାରେ ଆପଣା ପାଦରେ ଦୌଡୁଛନ୍ତି I ବିକଳ୍ପ ଅନୁବାଦ: “ମୋହର ଯାହା କରିବାର ଆବଶ୍ୟକ ଥିଲା, ତାହା ମୁଁ ସମ୍ପୂର୍ଣ୍ଣ କରିଅଛି” (ଦେଖ: [[rc://*/ta/man/translate/figs-metaphor]])
# I have kept the faith
ଖ୍ରୀଷ୍ଟଙ୍କଠାରେ ଆପଣା ଭରସା ଓ ଈଶ୍ବରଙ୍କ ପ୍ରତି ଆପଣା ବାଧ୍ୟତା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ତାହା ଗୋଟିଏ ବହୁମୂଲ୍ୟ ପଦାର୍ଥ ଯାହା ସେ ଆପଣା ଅକ୍ତିଆରରେ ରଖିଛନ୍ତି I ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ମୋହର ସେବାକାର୍ଯ୍ୟ କରିବାରେ ମୁଁ ବିଶ୍ବସ୍ତ ରହିଅଛି” କିମ୍ବା ) ଯେଉଁ ଶିକ୍ଷା ତୃଟିଶୂନ୍ୟ ବୋଲି ଆମ୍ଭେମାନେ ବିଶ୍ବାସ କରୁଛୁ, ମୁଁ ତାହା ରକ୍ଷା କରିଅଛି” (ଦେଖ: [[rc://*/ta/man/translate/figs-metaphor]])