or_tn/2ti/04/07.md

2.0 KiB
Raw Permalink Blame History

I have competed in the good contest

ପାଉଲ ଆପଣା କଠିନ ପରିଶ୍ରମ ବିଷୟରେ କହନ୍ତି ଯେ ସତେ ଯେପରି ସେ ପୁରସ୍କାର ନିମନ୍ତେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଜଣେ କ୍ରୀଡାବିତ୍ ଅଟନ୍ତି I ବିକଳ୍ପ ଅନୁବାଦ: “ମୁଁ ମୋହର ସର୍ବୋତ୍ତମ କାର୍ଯ୍ୟ କରିଅଛି” (ଦେଖ: rc://*/ta/man/translate/figs-metaphor)

I have finished the race

ଈଶ୍ବରଙ୍କ ପ୍ରତି ଆପଣା ସେବାର ଜୀବନ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେ ଗୋଟିଏ ଦୌଡ ପ୍ରତିଯୋଗିତାରେ ଆପଣା ପାଦରେ ଦୌଡୁଛନ୍ତି I ବିକଳ୍ପ ଅନୁବାଦ: “ମୋହର ଯାହା କରିବାର ଆବଶ୍ୟକ ଥିଲା, ତାହା ମୁଁ ସମ୍ପୂର୍ଣ୍ଣ କରିଅଛି” (ଦେଖ: rc://*/ta/man/translate/figs-metaphor)

I have kept the faith

ଖ୍ରୀଷ୍ଟଙ୍କଠାରେ ଆପଣା ଭରସା ଓ ଈଶ୍ବରଙ୍କ ପ୍ରତି ଆପଣା ବାଧ୍ୟତା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ତାହା ଗୋଟିଏ ବହୁମୂଲ୍ୟ ପଦାର୍ଥ ଯାହା ସେ ଆପଣା ଅକ୍ତିଆରରେ ରଖିଛନ୍ତି I ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ମୋହର ସେବାକାର୍ଯ୍ୟ କରିବାରେ ମୁଁ ବିଶ୍ବସ୍ତ ରହିଅଛି” କିମ୍ବା ) ଯେଉଁ ଶିକ୍ଷା ତୃଟିଶୂନ୍ୟ ବୋଲି ଆମ୍ଭେମାନେ ବିଶ୍ବାସ କରୁଛୁ, ମୁଁ ତାହା ରକ୍ଷା କରିଅଛି” (ଦେଖ: rc://*/ta/man/translate/figs-metaphor)