or_tn/2ti/03/16.md

1.3 KiB

All scripture has been inspired by God

କେତେକ ବାଇବଲ ଏହାକୁ “ସମସ୍ତ ଶାସ୍ତ୍ର ଈଶ୍ବର ନିଶ୍ବଶିତ” ବୋଲି ଅନୁବାଦ କରନ୍ତି I ଏହାର ଅର୍ଥ ହେଉଛି ଯେ କଅଣ ଲେଖିବାକୁ ହେବ ତାହା ଈଶ୍ବର ଲୋକମାନଙ୍କୁ ଆପଣା ଆତ୍ମାଙ୍କ ଦ୍ବାରା କହି ଧର୍ମଶାସ୍ତ୍ରକୁ ଉତ୍ପନ୍ନ କଲେ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଆପଣା ଆତ୍ମାଙ୍କ ଦ୍ବାରା ସମସ୍ତ ଶାସ୍ତ୍ର କହିଛନ୍ତି” (ଦେଖ: rc://*/ta/man/translate/figs-activepassive)

It is profitable

ଏହା ଉପକାରୀ କିମ୍ବା “ଏହା ହିତଜନକ”

for conviction

ଭ୍ରମକୁ ଦେଖାଇବା ନିମନ୍ତେ

for correction

ଭ୍ରମକୁ ସୁଧାରିବା ନିମନ୍ତେ

for training in righteousness

ଧାର୍ମିକ ହେବାକୁ ଲୋକମାନଙ୍କୁ ତାଲିମ ଦେବା ନିମନ୍ତେ