or_tn/2ti/03/16.md

20 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# All scripture has been inspired by God
କେତେକ ବାଇବଲ ଏହାକୁ “ସମସ୍ତ ଶାସ୍ତ୍ର ଈଶ୍ବର ନିଶ୍ବଶିତ” ବୋଲି ଅନୁବାଦ କରନ୍ତି I ଏହାର ଅର୍ଥ ହେଉଛି ଯେ କଅଣ ଲେଖିବାକୁ ହେବ ତାହା ଈଶ୍ବର ଲୋକମାନଙ୍କୁ ଆପଣା ଆତ୍ମାଙ୍କ ଦ୍ବାରା କହି ଧର୍ମଶାସ୍ତ୍ରକୁ ଉତ୍ପନ୍ନ କଲେ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଆପଣା ଆତ୍ମାଙ୍କ ଦ୍ବାରା ସମସ୍ତ ଶାସ୍ତ୍ର କହିଛନ୍ତି” (ଦେଖ: [[rc://*/ta/man/translate/figs-activepassive]])
# It is profitable
ଏହା ଉପକାରୀ କିମ୍ବା “ଏହା ହିତଜନକ”
# for conviction
ଭ୍ରମକୁ ଦେଖାଇବା ନିମନ୍ତେ
# for correction
ଭ୍ରମକୁ ସୁଧାରିବା ନିମନ୍ତେ
# for training in righteousness
ଧାର୍ମିକ ହେବାକୁ ଲୋକମାନଙ୍କୁ ତାଲିମ ଦେବା ନିମନ୍ତେ