or_tn/2ti/03/13.md

1.2 KiB

impostors

ଜଣେ ଦୁଷ୍ଟ ଲୋକ ହେଉଛି ସେହି ବ୍ୟକ୍ତି, ଯେ ଚାହିଁଥାଏ ଯେ ଅନ୍ୟମାନେ ସେ ଯେ ଦୁଷ୍ଟ ଅଟେ ଏପରି ନ ଭାବି ତାହା ବିଷୟରେ ଏପରି ଭାବନ୍ତୁ ଯେ ସେ ଜଣେ ଅଧିକ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି I

will go from bad to worse

ଏପରିକି ସେ ଆହୁରି ଅଧିକ ଦୁଷ୍ଟ ହେବ

leading others and themselves astray

ଏଠାରେ, ଜଣେ ଲୋକକୁ ବିପଥରେ ନେଇଯିବା ହେଉଛି ଗୋଟିଏ ରୂପକ, ଯାହାର ଅର୍ଥ ଯାହା ସତ୍ୟ ନୁହେଁ, ତାହା ବିଶ୍ବାସ କରିବାକୁ ପ୍ରରୋଚିତ କରିବା I ବିକଳ୍ପ ଅନୁବାଦ: “ଆପଣା ଆପଣାକୁ ଓ ଅନ୍ୟମାନଙ୍କୁ ପ୍ରବଞ୍ଚିତ କରିବା” କିମ୍ବା “ମିଥ୍ୟାକୁ ବିଶ୍ବାସ କରିବା ଓ ମିଥ୍ୟା ଶିକ୍ଷା ଦେବା” (ଦେଖ: rc://*/ta/man/translate/figs-metaphor)