or_tn/2ti/03/13.md

12 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# impostors
ଜଣେ ଦୁଷ୍ଟ ଲୋକ ହେଉଛି ସେହି ବ୍ୟକ୍ତି, ଯେ ଚାହିଁଥାଏ ଯେ ଅନ୍ୟମାନେ ସେ ଯେ ଦୁଷ୍ଟ ଅଟେ ଏପରି ନ ଭାବି ତାହା ବିଷୟରେ ଏପରି ଭାବନ୍ତୁ ଯେ ସେ ଜଣେ ଅଧିକ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି I
# will go from bad to worse
ଏପରିକି ସେ ଆହୁରି ଅଧିକ ଦୁଷ୍ଟ ହେବ
# leading others and themselves astray
ଏଠାରେ, ଜଣେ ଲୋକକୁ ବିପଥରେ ନେଇଯିବା ହେଉଛି ଗୋଟିଏ ରୂପକ, ଯାହାର ଅର୍ଥ ଯାହା ସତ୍ୟ ନୁହେଁ, ତାହା ବିଶ୍ବାସ କରିବାକୁ ପ୍ରରୋଚିତ କରିବା I ବିକଳ୍ପ ଅନୁବାଦ: “ଆପଣା ଆପଣାକୁ ଓ ଅନ୍ୟମାନଙ୍କୁ ପ୍ରବଞ୍ଚିତ କରିବା” କିମ୍ବା “ମିଥ୍ୟାକୁ ବିଶ୍ବାସ କରିବା ଓ ମିଥ୍ୟା ଶିକ୍ଷା ଦେବା” (ଦେଖ: [[rc://*/ta/man/translate/figs-metaphor]])