or_tn/2ti/03/10.md

16 lines
1.2 KiB
Markdown

# you have followed my teaching
ଏହି ସବୁ ବିଷୟ ପ୍ରତି ଅତି ପାଖରୁ ଧ୍ୟାନ ଦେବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଆଗକୁ ଯାଉଥିବା ସମୟରେ ଜଣେ ଶାରୀରିକ ଭାବରେ ତାଙ୍କର ଅନୁସରଣ କରୁଛି I ବିକଳ୍ପ ଅନୁବାଦ; “ତୁମ୍ଭେ ମୋହର ଶିକ୍ଷା ନିରୀକ୍ଷଣ କରିଅଛ” କିମ୍ବା “ତୁମ୍ଭେ ମୋହର ଶିକ୍ଷା ପ୍ରତି ଅତି ମନଯୋଗୀ ହୋଇଅଛ” (ଦେଖ: [[rc://*/ta/man/translate/figs-metaphor]])
# my teaching
ମୁଁ ତୁମ୍ଭକୁ ଯାହା କରିବାକୁ ଶିକ୍ଷା ଦେଇଅଛି
# conduct
ଯେଉଁ ପ୍ରକାରେ ଜଣେ ଲୋକ ଜୀବନ ଯାପନ କରେ
# longsuffering
ସେ ସମର୍ଥନ କରୁ ନ ଥିବା ବିଷୟ କରୁଥିଲେ ହେଁ ଜଣେ ବ୍ୟକ୍ତି ସେହି ଲୋକମାନଙ୍କ ପ୍ରତି ସହିଷ୍ଣୁ ଅଟେ