or_tn/2ti/03/10.md

1.2 KiB

you have followed my teaching

ଏହି ସବୁ ବିଷୟ ପ୍ରତି ଅତି ପାଖରୁ ଧ୍ୟାନ ଦେବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଆଗକୁ ଯାଉଥିବା ସମୟରେ ଜଣେ ଶାରୀରିକ ଭାବରେ ତାଙ୍କର ଅନୁସରଣ କରୁଛି I ବିକଳ୍ପ ଅନୁବାଦ; “ତୁମ୍ଭେ ମୋହର ଶିକ୍ଷା ନିରୀକ୍ଷଣ କରିଅଛ” କିମ୍ବା “ତୁମ୍ଭେ ମୋହର ଶିକ୍ଷା ପ୍ରତି ଅତି ମନଯୋଗୀ ହୋଇଅଛ” (ଦେଖ: rc://*/ta/man/translate/figs-metaphor)

my teaching

ମୁଁ ତୁମ୍ଭକୁ ଯାହା କରିବାକୁ ଶିକ୍ଷା ଦେଇଅଛି

conduct

ଯେଉଁ ପ୍ରକାରେ ଜଣେ ଲୋକ ଜୀବନ ଯାପନ କରେ

longsuffering

ସେ ସମର୍ଥନ କରୁ ନ ଥିବା ବିଷୟ କରୁଥିଲେ ହେଁ ଜଣେ ବ୍ୟକ୍ତି ସେହି ଲୋକମାନଙ୍କ ପ୍ରତି ସହିଷ୍ଣୁ ଅଟେ