or_tn/2ti/02/25.md

892 B

in meekness

ମୃଦୁଭାବରେ କିମ୍ବା “କୋମଳ ଭାବରେ”

educate those

ସେମାନଙ୍କୁ ଶିକ୍ଷା ଦିଅ ବା ସେମାନଙ୍କୁ ସଂଶୋଧନ କର”

God may perhaps give them repentance

ପାଉଲ ମନପରିବର୍ତ୍ତନ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହା ଈଶ୍ବର ଲୋକମାନଙ୍କୁ ଦେଇପାରିବେ I ବିକଳ୍ପ ଅନୁବାଦ: “ଈଶ୍ବର ସେମାନଙ୍କୁ ମନପରିବର୍ତ୍ତନ କରିବାକୁ ସୁଯୋଗ ଦେଇପାରନ୍ତି” (ଦେଖ: rc://*/ta/man/translate/figs-metaphor)

for the knowledge of the truth

ଯେପରି ସେମାନେ ସତ୍ୟକୁ ଜାଣିବେ