# in meekness ମୃଦୁଭାବରେ କିମ୍ବା “କୋମଳ ଭାବରେ” # educate those ସେମାନଙ୍କୁ ଶିକ୍ଷା ଦିଅ ବା ସେମାନଙ୍କୁ ସଂଶୋଧନ କର” # God may perhaps give them repentance ପାଉଲ ମନପରିବର୍ତ୍ତନ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହା ଈଶ୍ବର ଲୋକମାନଙ୍କୁ ଦେଇପାରିବେ I ବିକଳ୍ପ ଅନୁବାଦ: “ଈଶ୍ବର ସେମାନଙ୍କୁ ମନପରିବର୍ତ୍ତନ କରିବାକୁ ସୁଯୋଗ ଦେଇପାରନ୍ତି” (ଦେଖ: [[rc://*/ta/man/translate/figs-metaphor]]) # for the knowledge of the truth ଯେପରି ସେମାନେ ସତ୍ୟକୁ ଜାଣିବେ