or_tn/2ti/02/21.md

16 lines
2.5 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# cleans himself from dishonorable use
ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଅନାଦରଯୋଗ୍ୟ ଲୋକମାନଙ୍କ ମଧ୍ୟରୁ ଆପଣାକୁ ପୃଥକ୍ କରେ” କିମ୍ବା ) “ଆପଣାକୁ ଶୁଦ୍ଧ କରେ I” ଯେ କୌଣସି କ୍ଷେତ୍ରରେ ହେଉ, ପାଉଲ ଏହି ପ୍ରକ୍ରିୟା ବିଷୟରେ କହନ୍ତି ଯେ ସତେ ଯେପରି ଏହା ଆପଣାକୁ ଧୌତ କରୁଥିବା ଜଣେ ବ୍ୟକ୍ତି ଅଟେ I (ଦେଖ: [[rc://*/ta/man/translate/figs-metaphor]])
# he is an honorable container
ପାଉଲ ଏହି ଲୋକ ବିଷୟରେ କହନ୍ତି ଯେ ସତେ ଯେପରି ସେ ଜଣେ ସମାଦରଯୋଗ୍ୟ ପାତ୍ର ଅଟେ I ବିକଳ୍ପ ଅନୁବାଦ: “ସେ ବିଶେଷ ସମୟଗୁଡ଼ିକରେ ବ୍ୟବହାରଯୋଗ୍ୟ ପାତ୍ର ସଦୃଶ” କିମ୍ବା “ସେ ଉତ୍ତମ ଲୋକମାନେ ସର୍ବସାଧାରଣରେ କରୁଥିବା କାର୍ଯ୍ୟକଳାପରେ ବ୍ୟବହାରଯୋଗ୍ୟ ପାତ୍ର ସଦୃଶ” (ଦେଖ: [[rc://*/ta/man/translate/figs-metaphor]])
# He is set apart, useful to the Master, and prepared for every good work
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କର୍ତ୍ତା ତାହାକୁ ପୃଥକ୍ କରନ୍ତି ଓ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସେ କର୍ତ୍ତାଙ୍କର ବ୍ୟବହାର ସକାଶେ ପ୍ରସ୍ତୁତ ଅଟେ” (ଦେଖ: [[rc://*/ta/man/translate/figs-activepassive]])
# He is set apart
ସେ ଶାରୀରିକ ଭାବରେ ବା ସ୍ଥାନଗତ ଭାବରେ ପୃଥକ୍ ନୁହନ୍ତି, ତା’ ପରିବର୍ତ୍ତେ ଗୋଟିଏ ଉଦ୍ଦେଶ୍ୟ ପୂରଣ ନିମନ୍ତେ ପୃଥକ୍ ଅଟନ୍ତି I କେତେକ ସଂସ୍କରଣ ଏହାକୁ “ପବିତ୍ରୀକୃତ” ବୋଲି ଅନୁବାଦ କରେ, କିନ୍ତୁ ଶାସ୍ତ୍ରାଂଶଟି ମୂଳଭାବରେ ପୃଥକ୍ ହେବା ଚିନ୍ତାଧାରାକୁ ପ୍ରକାଶ କରିଥାଏ I (ଦେଖ: [[rc://*/ta/man/translate/figs-metaphor]])