or_tn/2ti/02/21.md

2.5 KiB
Raw Permalink Blame History

cleans himself from dishonorable use

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଅନାଦରଯୋଗ୍ୟ ଲୋକମାନଙ୍କ ମଧ୍ୟରୁ ଆପଣାକୁ ପୃଥକ୍ କରେ” କିମ୍ବା ) “ଆପଣାକୁ ଶୁଦ୍ଧ କରେ I” ଯେ କୌଣସି କ୍ଷେତ୍ରରେ ହେଉ, ପାଉଲ ଏହି ପ୍ରକ୍ରିୟା ବିଷୟରେ କହନ୍ତି ଯେ ସତେ ଯେପରି ଏହା ଆପଣାକୁ ଧୌତ କରୁଥିବା ଜଣେ ବ୍ୟକ୍ତି ଅଟେ I (ଦେଖ: rc://*/ta/man/translate/figs-metaphor)

he is an honorable container

ପାଉଲ ଏହି ଲୋକ ବିଷୟରେ କହନ୍ତି ଯେ ସତେ ଯେପରି ସେ ଜଣେ ସମାଦରଯୋଗ୍ୟ ପାତ୍ର ଅଟେ I ବିକଳ୍ପ ଅନୁବାଦ: “ସେ ବିଶେଷ ସମୟଗୁଡ଼ିକରେ ବ୍ୟବହାରଯୋଗ୍ୟ ପାତ୍ର ସଦୃଶ” କିମ୍ବା “ସେ ଉତ୍ତମ ଲୋକମାନେ ସର୍ବସାଧାରଣରେ କରୁଥିବା କାର୍ଯ୍ୟକଳାପରେ ବ୍ୟବହାରଯୋଗ୍ୟ ପାତ୍ର ସଦୃଶ” (ଦେଖ: rc://*/ta/man/translate/figs-metaphor)

He is set apart, useful to the Master, and prepared for every good work

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କର୍ତ୍ତା ତାହାକୁ ପୃଥକ୍ କରନ୍ତି ଓ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସେ କର୍ତ୍ତାଙ୍କର ବ୍ୟବହାର ସକାଶେ ପ୍ରସ୍ତୁତ ଅଟେ” (ଦେଖ: rc://*/ta/man/translate/figs-activepassive)

He is set apart

ସେ ଶାରୀରିକ ଭାବରେ ବା ସ୍ଥାନଗତ ଭାବରେ ପୃଥକ୍ ନୁହନ୍ତି, ତା’ ପରିବର୍ତ୍ତେ ଗୋଟିଏ ଉଦ୍ଦେଶ୍ୟ ପୂରଣ ନିମନ୍ତେ ପୃଥକ୍ ଅଟନ୍ତି I କେତେକ ସଂସ୍କରଣ ଏହାକୁ “ପବିତ୍ରୀକୃତ” ବୋଲି ଅନୁବାଦ କରେ, କିନ୍ତୁ ଶାସ୍ତ୍ରାଂଶଟି ମୂଳଭାବରେ ପୃଥକ୍ ହେବା ଚିନ୍ତାଧାରାକୁ ପ୍ରକାଶ କରିଥାଏ I (ଦେଖ: rc://*/ta/man/translate/figs-metaphor)