or_tn/2ti/02/15.md

12 lines
1.2 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# to present yourself to God as one approved, a worker who has no reason to be ashamed
ଯୋଗ୍ୟ ବୋଲି ପରୀକ୍ଷାସିଦ୍ଧ ଜଣେ ଲୋକ ଭାବରେ ଓ ଲଜ୍ଜିତ ହେବାକୁ କୌଣସି କାରଣ ନ ଥାଇ ଆପଣାକୁ ଈଶ୍ବରଙ୍କ ନିକଟରେ ଉପସ୍ଥାପନ କର
# a worker
ତୀମଥି ଈଶ୍ବରଙ୍କ ବାକ୍ୟକୁ ଯଥାର୍ଥରୂପେ ବୁଝାଇବାର ଚିନ୍ତାଧାରାକୁ ପାଉଲ ପ୍ରକାଶ କରନ୍ତି ଯେ ସତେ ଯେପରି ସେ ଜଣେ କୁଶଳୀ କାରିଗର ଅଟନ୍ତି I ବିକଳ୍ପ ଅନୁବାଦ: “ଜଣେ କାରିଗର ସଦୃଶ” କିମ୍ବା “କାର୍ଯ୍ୟକାରୀ ସଦୃଶ” “(ଦେଖ: [[rc://*/ta/man/translate/figs-metaphor]])
# accurately teaches the word of truth
ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସତ୍ୟ ବିଷୟକ ବାକ୍ୟକୁ ଯଥାର୍ଥରୂପେ ବୁଝାନ୍ତି” କିମ୍ବା ) “ସତ୍ୟ ବାକ୍ୟକୁ ଯଥାର୍ଥରୂପେ ବୁଝାନ୍ତି”