or_tn/2ti/02/15.md

1.2 KiB
Raw Permalink Blame History

to present yourself to God as one approved, a worker who has no reason to be ashamed

ଯୋଗ୍ୟ ବୋଲି ପରୀକ୍ଷାସିଦ୍ଧ ଜଣେ ଲୋକ ଭାବରେ ଓ ଲଜ୍ଜିତ ହେବାକୁ କୌଣସି କାରଣ ନ ଥାଇ ଆପଣାକୁ ଈଶ୍ବରଙ୍କ ନିକଟରେ ଉପସ୍ଥାପନ କର

a worker

ତୀମଥି ଈଶ୍ବରଙ୍କ ବାକ୍ୟକୁ ଯଥାର୍ଥରୂପେ ବୁଝାଇବାର ଚିନ୍ତାଧାରାକୁ ପାଉଲ ପ୍ରକାଶ କରନ୍ତି ଯେ ସତେ ଯେପରି ସେ ଜଣେ କୁଶଳୀ କାରିଗର ଅଟନ୍ତି I ବିକଳ୍ପ ଅନୁବାଦ: “ଜଣେ କାରିଗର ସଦୃଶ” କିମ୍ବା “କାର୍ଯ୍ୟକାରୀ ସଦୃଶ” “(ଦେଖ: rc://*/ta/man/translate/figs-metaphor)

accurately teaches the word of truth

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସତ୍ୟ ବିଷୟକ ବାକ୍ୟକୁ ଯଥାର୍ଥରୂପେ ବୁଝାନ୍ତି” କିମ୍ବା ) “ସତ୍ୟ ବାକ୍ୟକୁ ଯଥାର୍ଥରୂପେ ବୁଝାନ୍ତି”