or_tn/2ti/02/13.md

12 lines
1.4 KiB
Markdown

# if we are unfaithful ... he cannot deny himself
ଏହା ଅଧିକ ସମ୍ଭବ ଯେ ପାଉଲ ଗୋଟିଏ ଗୀତ ବା ପଦ୍ୟର ସମାପ୍ତିକୁ ଉଦ୍ଧୃତ କରୁଛନ୍ତି I ଯଦି ତୁମ ଭାଷାରେ ଏହା ଗୋଟିଏ ପଦ୍ୟ ଭଳି ସୂଚାଉଛି, ତେବେ ତୁମେ ଏଠାରେ ତାହା ବ୍ୟବହାର କରିପାର I ଯଦି ନାହିଁ, ଏହାକୁ ତୁମେ ପଦ୍ୟଭାବରେ ନ କରି ସାଧାରଣ ଗଦ୍ୟଭାବରେ ଅନୁବାଦ କର I (ଦେଖ: [[rc://*/ta/man/translate/writing-poetry]])
# if we are unfaithful
ଯଦିଓ ଆମ୍ଭେମାନେ ଈଶ୍ବରଙ୍କୁ ଅସ୍ବୀକାର କରୁ କିମ୍ବା “ଯଦିଓ ଆମ୍ଭେମାନେ ତାହା କରି ନ ଥାଉ ଯାହା ଆମ୍ଭେମାନେ ବିଶ୍ବାସ କରୁ ଯେ ଆମେ ତାହା କରୁ ବୋଲି ଈଶ୍ବର ଚାହାନ୍ତି”
# he cannot deny himself
ସେ ନିଶ୍ଚୟ ଆପଣାର ଚରିତ୍ର ଅନୁସାରେ ସର୍ବଦା କାର୍ଯ୍ୟ କରିବେ କିମ୍ବା “ସେ ଆପଣା ପ୍ରକୃତ ଚରିତ୍ରର ବିପରୀତ ମାର୍ଗରେ କୌଣସି କାର୍ଯ୍ୟ କରିପାରିବେ ନାହିଁ”