or_tn/2ti/02/13.md

1.4 KiB

if we are unfaithful ... he cannot deny himself

ଏହା ଅଧିକ ସମ୍ଭବ ଯେ ପାଉଲ ଗୋଟିଏ ଗୀତ ବା ପଦ୍ୟର ସମାପ୍ତିକୁ ଉଦ୍ଧୃତ କରୁଛନ୍ତି I ଯଦି ତୁମ ଭାଷାରେ ଏହା ଗୋଟିଏ ପଦ୍ୟ ଭଳି ସୂଚାଉଛି, ତେବେ ତୁମେ ଏଠାରେ ତାହା ବ୍ୟବହାର କରିପାର I ଯଦି ନାହିଁ, ଏହାକୁ ତୁମେ ପଦ୍ୟଭାବରେ ନ କରି ସାଧାରଣ ଗଦ୍ୟଭାବରେ ଅନୁବାଦ କର I (ଦେଖ: rc://*/ta/man/translate/writing-poetry)

if we are unfaithful

ଯଦିଓ ଆମ୍ଭେମାନେ ଈଶ୍ବରଙ୍କୁ ଅସ୍ବୀକାର କରୁ କିମ୍ବା “ଯଦିଓ ଆମ୍ଭେମାନେ ତାହା କରି ନ ଥାଉ ଯାହା ଆମ୍ଭେମାନେ ବିଶ୍ବାସ କରୁ ଯେ ଆମେ ତାହା କରୁ ବୋଲି ଈଶ୍ବର ଚାହାନ୍ତି”

he cannot deny himself

ସେ ନିଶ୍ଚୟ ଆପଣାର ଚରିତ୍ର ଅନୁସାରେ ସର୍ବଦା କାର୍ଯ୍ୟ କରିବେ କିମ୍ବା “ସେ ଆପଣା ପ୍ରକୃତ ଚରିତ୍ରର ବିପରୀତ ମାର୍ଗରେ କୌଣସି କାର୍ଯ୍ୟ କରିପାରିବେ ନାହିଁ”