12 lines
1.3 KiB
Markdown
12 lines
1.3 KiB
Markdown
# This is a trustworthy saying
|
|
|
|
ଏହି ସବୁ ବାକ୍ୟକୁ ତୁମ୍ଭେ ବିଶ୍ବାସ କରିପାରିବ
|
|
|
|
# If we have died with him, we will also live with him
|
|
|
|
ଏହା ଅଧିକ ସମ୍ଭବ ଯେ ପାଉଲ ଗୋଟିଏ ଗୀତ ବା ପଦ୍ୟର ଆରମ୍ଭକୁ ଉଦ୍ଧୃତ କରୁଛନ୍ତି I ଯଦି ତୁମ ଭାଷାରେ ଏହା ଗୋଟିଏ ପଦ୍ୟ ଭଳି ସୂଚାଉଛି, ତେବେ ତୁମେ ଏଠାରେ ତାହା ବ୍ୟବହାର କରିପାର I ଯଦି ନାହିଁ, ଏହାକୁ ତୁମେ ପଦ୍ୟଭାବରେ ନ କରି ସାଧାରଣ ଗଦ୍ୟଭାବରେ ଅନୁବାଦ କର I (ଦେଖ: [[rc://*/ta/man/translate/writing-poetry]])
|
|
|
|
# died with him
|
|
|
|
ପାଉଲ ଏହି ଭାବଟି ବ୍ୟବହାର କରିବାର ଅର୍ଥ ହେଉଛି ଯେ ଯେତେବେଳେ ଲୋକମାନେ ତାହାଙ୍କଠାରେ ବିଶ୍ବାସ କରନ୍ତି, ସେମାନେ ତାହାଙ୍କ ମୃତ୍ୟୁର ସହଭାଗୀ ହୁଅନ୍ତି, ସେମାନଙ୍କ ଅଭିଳାଷକୁ ଅଗ୍ରାହ୍ୟ କରନ୍ତି ଓ ତାହାଙ୍କର ବାଧ୍ୟ ହୁଅନ୍ତି I
|