or_tn/2ti/02/11.md

1.3 KiB

This is a trustworthy saying

ଏହି ସବୁ ବାକ୍ୟକୁ ତୁମ୍ଭେ ବିଶ୍ବାସ କରିପାରିବ

If we have died with him, we will also live with him

ଏହା ଅଧିକ ସମ୍ଭବ ଯେ ପାଉଲ ଗୋଟିଏ ଗୀତ ବା ପଦ୍ୟର ଆରମ୍ଭକୁ ଉଦ୍ଧୃତ କରୁଛନ୍ତି I ଯଦି ତୁମ ଭାଷାରେ ଏହା ଗୋଟିଏ ପଦ୍ୟ ଭଳି ସୂଚାଉଛି, ତେବେ ତୁମେ ଏଠାରେ ତାହା ବ୍ୟବହାର କରିପାର I ଯଦି ନାହିଁ, ଏହାକୁ ତୁମେ ପଦ୍ୟଭାବରେ ନ କରି ସାଧାରଣ ଗଦ୍ୟଭାବରେ ଅନୁବାଦ କର I (ଦେଖ: rc://*/ta/man/translate/writing-poetry)

died with him

ପାଉଲ ଏହି ଭାବଟି ବ୍ୟବହାର କରିବାର ଅର୍ଥ ହେଉଛି ଯେ ଯେତେବେଳେ ଲୋକମାନେ ତାହାଙ୍କଠାରେ ବିଶ୍ବାସ କରନ୍ତି, ସେମାନେ ତାହାଙ୍କ ମୃତ୍ୟୁର ସହଭାଗୀ ହୁଅନ୍ତି, ସେମାନଙ୍କ ଅଭିଳାଷକୁ ଅଗ୍ରାହ୍ୟ କରନ୍ତି ଓ ତାହାଙ୍କର ବାଧ୍ୟ ହୁଅନ୍ତି I