or_tn/2th/03/11.md

659 B

some walk idly

ଏଠାରେ “ଆଚରଣ କରିବା” ଜୀବନର ବ୍ୟବହାରକୁ ବୁଝାଏ I ବିକଳ୍ପ ଅନୁବାଦ: “କେତେକ ଅକର୍ମଣ୍ୟ ଜୀବନ କାଟନ୍ତି” କିମ୍ବା “କେତେକ ଅଳସୁଆ ଅଟନ୍ତି” (ଦେଖ: rc://*/ta/man/translate/figs-metaphor)

but are instead meddlers

ଅନଧିକାର ଚର୍ଚ୍ଚାକାରୀମାନେ କେହି ନ ଚାହୁଁ ଥିଲେ ମଧ୍ୟ ଅନ୍ୟମାନଙ୍କ କାର୍ଯ୍ୟକଳାପରେ ହସ୍ତକ୍ଷେପ କରନ୍ତି I