or_tn/2th/03/11.md

8 lines
659 B
Markdown
Raw Permalink Normal View History

2020-11-19 00:15:53 +00:00
# some walk idly
ଏଠାରେ “ଆଚରଣ କରିବା” ଜୀବନର ବ୍ୟବହାରକୁ ବୁଝାଏ I ବିକଳ୍ପ ଅନୁବାଦ: “କେତେକ ଅକର୍ମଣ୍ୟ ଜୀବନ କାଟନ୍ତି” କିମ୍ବା “କେତେକ ଅଳସୁଆ ଅଟନ୍ତି” (ଦେଖ: [[rc://*/ta/man/translate/figs-metaphor]])
# but are instead meddlers
ଅନଧିକାର ଚର୍ଚ୍ଚାକାରୀମାନେ କେହି ନ ଚାହୁଁ ଥିଲେ ମଧ୍ୟ ଅନ୍ୟମାନଙ୍କ କାର୍ଯ୍ୟକଳାପରେ ହସ୍ତକ୍ଷେପ କରନ୍ତି I