or_tn/2th/03/06.md

1.4 KiB

General Information:

ପାଉଲ ବିଶ୍ବାସୀମାନଙ୍କୁ କାର୍ଯ୍ୟ କରିବା ଓ ଅଳସୁଆ ନ ହେବା ବିଷୟରେ ଶେଷ ପରାମର୍ଶ ଦେଉଛନ୍ତି I

Now

ପ୍ରସଙ୍ଗରେ ଗୋଟିଏ ପରିବର୍ତ୍ତନକୁ ଚିହ୍ନଟ କରିବାପାଇଁ ପାଉଲ ଏହି ଶବ୍ଦକୁ ବ୍ୟବହାର କରୁଛନ୍ତି I

brothers

ଏଠାରେ “ଭାଇମାନେ”ର ଅର୍ଥ ଉଭୟ ପୁରୁଷ ଓ ସ୍ତ୍ରୀ ସହଖ୍ରୀଷ୍ଟିୟାନମାନେ I ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀମାନେ” (ଦେଖ: rc://*/ta/man/translate/figs-gendernotations)

in the name of our Lord Jesus Christ

ଏଠାରେ ନାମ ଯୀଶୁଖ୍ରୀଷ୍ଟଙ୍କ ବ୍ୟକ୍ତିର ନିଦର୍ଶନ ସ୍ବରୂପ ଅଟେ I ବିକଳ୍ପ ଅନୁବାଦ: “ସତେ ଯେପରି ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ କହୁଅଛନ୍ତି” (ଦେଖ: rc://*/ta/man/translate/figs-metonymy)

our Lord

ଏଠାରେ “ଆମ୍ଭମାନଙ୍କ” ସମସ୍ତ ବିଶ୍ବାସୀଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-inclusive)