or_tn/2th/03/06.md

20 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ପାଉଲ ବିଶ୍ବାସୀମାନଙ୍କୁ କାର୍ଯ୍ୟ କରିବା ଓ ଅଳସୁଆ ନ ହେବା ବିଷୟରେ ଶେଷ ପରାମର୍ଶ ଦେଉଛନ୍ତି I
# Now
ପ୍ରସଙ୍ଗରେ ଗୋଟିଏ ପରିବର୍ତ୍ତନକୁ ଚିହ୍ନଟ କରିବାପାଇଁ ପାଉଲ ଏହି ଶବ୍ଦକୁ ବ୍ୟବହାର କରୁଛନ୍ତି I
# brothers
ଏଠାରେ “ଭାଇମାନେ”ର ଅର୍ଥ ଉଭୟ ପୁରୁଷ ଓ ସ୍ତ୍ରୀ ସହଖ୍ରୀଷ୍ଟିୟାନମାନେ I ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀମାନେ” (ଦେଖ: [[rc://*/ta/man/translate/figs-gendernotations]])
# in the name of our Lord Jesus Christ
ଏଠାରେ ନାମ ଯୀଶୁଖ୍ରୀଷ୍ଟଙ୍କ ବ୍ୟକ୍ତିର ନିଦର୍ଶନ ସ୍ବରୂପ ଅଟେ I ବିକଳ୍ପ ଅନୁବାଦ: “ସତେ ଯେପରି ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ କହୁଅଛନ୍ତି” (ଦେଖ: [[rc://*/ta/man/translate/figs-metonymy]])
# our Lord
ଏଠାରେ “ଆମ୍ଭମାନଙ୍କ” ସମସ୍ତ ବିଶ୍ବାସୀଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-inclusive]])